ରାତି ସାରା ବର୍ଷା : ନିଦ ହଜେଇଦେଲା,ପରିସ୍ଥିତି ବେହାଲ୍

ଭୁବନେଶ୍ୱର : ଗତ ସନ୍ଧ୍ୟାରୁ ହୋଇଥିବା ବର୍ଷା ରାଜଧାନୀବାସୀଙ୍କ ନିଦ ହଜେଇ ଦେଇଛି। ବିଏମ୍‌ସିର ସମସ୍ତ ପ୍ରସ୍ତୁତି ସତ୍ତ୍ୱେ ରାସ୍ତାରେ ପାଣି ଜମିଛି। ଘରେ ବି ପାଣି ପଶିଛି। ସନ୍ଧ୍ୟା ୭ଟାରୁ ରାତି ୨ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଗୋଟିଏ ମହଲା ଘର ପାଣିରେ ବୁଡ଼ି ଯାଇଛି। ସବୁଠାରୁ ଚର୍ଚ୍ଚାରେ ରହିଥିବା ଇସ୍କନ୍‌ ସମ୍ମୁଖରେ ୧୦ ଫୁଟର ପାଣି ଜମିଛି। ବଭିନ୍ନ ସ୍ଥାନରେ ଖାଲଖମାରେ ପଡ଼ି … Continue reading ରାତି ସାରା ବର୍ଷା : ନିଦ ହଜେଇଦେଲା,ପରିସ୍ଥିତି ବେହାଲ୍